Wednesday, March 21, 2018

ପ୍ରୀତିର ଗୀତି (preeti Ra geeti)

  Plan UR DaY.
    
                                         ଯୋଗାଯୋଗ- 7008377207



   

             🌹ପ୍ରୀତିର ଗୀତି🌹  

                                                       :- ସାଗରିକା ମୁଖାର୍ଜୀ

               

ପ୍ରୀତିର ଗୀତି ସବୁଠୁଁ ମଧୁର
ମଧୁର ତା ସୁର ଝଙ୍କାର
ଦରଦି ମନରେ ଲେଖି ଯାଇ ଥାଏ
ପ୍ରେମର ଅନୁପମ ସ୍ଵାକ୍ଷର।।

ସ୍ନେହର ଲତାରେ ଫୁଟିଲେ ପ୍ରେମର କୁସୁମ
ପ୍ରିତିର ପରଷେ ପ୍ରେମୀ ହୁଏ ଆନମନ ....
ନିର୍ଝର ନିଷିଥେ ସ୍ମୃତିର ସମ୍ଭାର ନେଇ ଆସେ 
ପୁଣି ଅମାନିଆ ଏହି ଚଗଲା ମନ ।।।


ପ୍ରୀତି ନୁହଁ କେବେ ପାହାନ୍ତି କାକର
ନିମିଷେ ମିଳେଇ ଯିବ
ପ୍ରୀତି ଅଟେ ପରା ଅମର ଅକ୍ଷର 
ଶିଳାଲେଖ ହୋଇ ଯୁଗେ ଯୁଗେ ରହି ଥିବ ।।


ପ୍ରିତିର ସ୍ମୃତିରେ ଭାଷିଆଶେ
ପ୍ରିୟର ଉଜ୍ଜ୍ୱଳ ମୁଖ
ଝୁରି ଝୁରି ତାକୁ ରାତି ପାହି ଯାଏ
ଦେଇ ଯାଏ ମିଠା ମିଠା ଦୁଃଖ।।।


5 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();