Tuesday, March 13, 2018

ଅଭିମାନିନୀ (Abhimanini)



                     ଅଭିମାନିନୀ

           

.

ଯେଉଁଠି ଯେମିତ ଥା କି ନ'ଥା
କୋଟି ଐଶ୍ୱର୍ଯ୍ୟ ଭୋଗ କରୁଥା
ମୋ ଅବର୍ତ୍ତମାନରେ ମହୋଉଲ୍ଲାସରେ
କଳ୍ପତରୁ ଭୋଗରେ ଝୁମି ଝୁମି ଝୁମୁଥା ।।।।

ନ ଚାହିଁ ଚାଂହୁଥା  
ନ ରହି ରହୁଥା 
ଦଲକାଏ ମଳୟ ପବନ ପରି ନଆସି ଆସୁଥା
ପ୍ରେମ ପିଆଲାରେ ବାନ୍ଧି ରଖ କି ନ ରଖ
 ନିଜ ଭିତରେ ନିଜକୁ ଖୋଜୁଥା।।।।

ଝୁରି ଝୁରି ଝୁରୁଥା 
ଲୁଚି ଲୁଚି କାନ୍ଦୁଥା
ପ୍ରେମ ତୁଳୀରେ ଜୀବନର ଚିତ୍ର ଆଙ୍କୁଥା 
ଚୁମୁ ଚୁମୁ ଚୁମୁଥା ଲୋ ସୁନାନାକୀ 
ଈର୍ଷ୍ୟାରେ ଘୃଣାରେ ଅଶ୍ରୁହାରେ
ମନେ ମନେ ନିତି ମନେ ପକାଉଥା।।।।।




4 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();