Sunday, March 11, 2018

ତୁମ ଛଡ଼ା(tuma chhada)

                       

                            💐ତୁମ ଛଡ଼ା💐

     

ପରୀ ରାଇଜର ରାଜକୁମାର ହୋଇ ପକ୍ଷୀରାଜ ଘୋଡାରେ
ପାରିଜାତ ପୁଷ୍ପବନର ରାଜଉଆସକୁ  ପାଛୋଟି ନେବାର
ସ୍ୱପ୍ନ କାହା ସହ ଦେଖିନି ତୁମ ଛଡା.....
ସତ କହୁଛି କାହା ଅନୁରାଗରେ ବନ୍ଧା ପଡିନି ଏଯାବତ ତୁମଛଡ଼ା।।।


କାହାକୁ କେବେ  ପାଇନି ଏତେ ନିକଟରେ ତୁମ ଛଡା...
ପ୍ରଶ୍ଵାସ ରେ ତୁମେ ବସିଯାଉଛ ସ୍ବର୍ତ୍ତିକ ରଙ୍ଗ ପରି
ସୁନା ଆଶାରେ ସମୁନ୍ଦ୍ର ସର୍ତ୍ତା
ତୁମ ପ୍ରେମର ଗଭୀର ଭଉଁରୀ ଭିତରେ
ଅଜାଣତରେ ହଜେଇ ବସୁଛି  ମୋ ସର୍ତ୍ତା
ସତ କହୁଛି କାହାପ୍ରେମରେ ଭିଜିପାରିନି ଏଯାବତ ତୁମ ଛଡା ।।


କାହା ବାହୁଯୁଗଳରେ ରହିବାକୁ ଚାଁହିନୀ ଏଯାବତ ତୁମ ଛଡା...
ତୁମର ସେହି କଳା ଭଉଁରୀ ଆଖିରେ ଦେଖିଛି ମୁଁ ସାରା ଦୁନିଆ
ତୁମ  ଥିରି ଥିରି ଚାଲି ,କଥାକୁହା ଓଠ ଦେଖି ଆତ୍ମହରା ମୁଁ
ତୁମର ସବୁ ଥିବା ସର୍ତ୍ତ୍ୱେ କଣ ଦେଇପାରିବି ମୁଁ
କଣ ଦେଇପାରିବି ମୁଁ ଭଲପାଇବାର ଦୁର୍ବାର ପ୍ରତିଶ୍ରୁତି ଛଡା।।।


   
            

4 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();