Saturday, March 24, 2018

ଶୂନ୍ୟ (Sunya)



                   🌛 ଶୂନ୍ୟ🌜

                                                       -: ସାଗରିକା ମୁଖାର୍ଜୀ

ନିରୁତ୍ତର ସଫେଦ କାଗଜରେ
ତୁମ ନାମ ଲେଖିଦେବା ପରେ
ଶୂନ୍ୟ ପରିଧିରେ ଏବେ ଶୂନ୍ୟ ସୀମାନ୍ତରେ
....ସାଧବ ବୋହୁ ।।।।
ଆଶା ଆକାଂକ୍ଷାରୁ ବହୁୁ ଦୂର
ମୋ ସମର୍ପଣ।।।
ତୁମେ ଦୁରେଇଗଲେ ଅବଶୋଷ କରିପାରେ
ଅବରୋଧ ନୁହଁ ।।।।
ପାର୍ଥିଵ ଶରୀରରୁ ବହୁଦୂର ଯାଇପାର
ହୃଦୟର ସ୍ପନ୍ଦନରୁ ନୁହଁ ।।।
ଶ୍ରାବଣରେ ଭିଜି ପାରେ
ରୌଦ୍ରର ଶୂନ୍ୟତାରେ ନୁହେ।।
ଜଳୁଛି ଜଳୁଥିବ ଶୂନ୍ୟମନ ...
ସୁପ୍ତମନ ମିଶିଯିବ ମାଟିର ଛାତିରେ
ନିରବରେ ଅତି ସନ୍ତର୍ପଣରେ ।।।।


       https://www.facebook.com/planurdayy/


4 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();