ଶ୍ରାବଣରେ ଲାଗିଲା ଅଦିନିଆ ନିଆଁ
ନା ଉଠିଲା ଧୂଳି ନା ଉଠିଲା ଧୂଆଁ...
କିନ୍ତୁ କୁହୁଳି କୁହୁଳି ଜଳି ଗଲା ଜଣେ
ଟିକେ ବି ପଡିଲାଣି ଜଣା।।।
ବରଷାର ଟୋପା ସାଜିଲା ଆହୁତି
ସମୀର ସଂଚାରି କଲା ତା ଦାହ ।।।
ପ୍ରତିଦାନେ ଦେଲା ତାର ଆତ୍ମହୁତି
ପୁଜିବାକୁ ଥିଲା ତାକୁ କି ବିଗ୍ରହ।।।
ଜଳି ଜଳି ସେ ସରିଗଲା ସିନା
ପାରିଲେନି କେହି ଜାଣି
ଜଳିବା ପାଇଁକି ଜନମିଛି ସେ
କି ଜଳୁଛି ସେ ଜାଣି ଜାଣି।।।
🔥🔥🔥🔥🔥🔥🔥
ଫଗୁଣ ଆସିବ କୃଷ୍ଣଚୂଡ଼ା ଗନ୍ଧେ
ଚୋରିିବ ମନ କରିବ ପ୍ରେମ
ଫଗୁଣ ଆସିନି କି ବୈଶାଖ ଆସିନି
ଶ୍ରାବଣରେ ଜଳିଗଲା ତା ମନ।।।
କାହାକୁ କହିବ କେମିତି କହିବ
ତା ହୃଦୟ ତଳର ବ୍ୟଥା..
ସେ ପରା ଅଜାଗା ଘାର ଅଦୃଷ୍ଟ ଅସହ୍ୟ ବ୍ୟଥା।।।।
ବୁଝିଥିଲା ଜଣେ ତାର ଅକୁହା ସପନ
ଶୁଣିଥିଲା ମନ କଥା...
ମନକଥା ସତେ ପାଶୋରି ଦେଲାକି
ଭାବି ଏସବୁ ଫାଲତୁ କଥା।।।
ଦୀପ ଜଳୁଥାଏ ସଞ୍ଜ ବେଳାଟାରେ, ସତେକି
ଜିତିବାକୁ ନିସ୍ତବ୍ଧ ରାତ୍ରିର କଳା ଛାଉଣୀ ସମର..
ମୁଁ ବି ଜଳୁଛି କିନ୍ତୁ ଜାଣେ ନାହିଁ
କାହିଁକି ଜଳୁଛି କା ପାଇଁ ଜଳୁଛି..
ଜିତିବାକୁ ଅଛି ମୋତେ, କେଉଁ ଅଜଣା ସମର ।।।
ନା ଉଠିଲା ଧୂଳି ନା ଉଠିଲା ଧୂଆଁ...
କିନ୍ତୁ କୁହୁଳି କୁହୁଳି ଜଳି ଗଲା ଜଣେ
ଟିକେ ବି ପଡିଲାଣି ଜଣା।।।
ବରଷାର ଟୋପା ସାଜିଲା ଆହୁତି
ସମୀର ସଂଚାରି କଲା ତା ଦାହ ।।।
ପ୍ରତିଦାନେ ଦେଲା ତାର ଆତ୍ମହୁତି
ପୁଜିବାକୁ ଥିଲା ତାକୁ କି ବିଗ୍ରହ।।।
ଜଳି ଜଳି ସେ ସରିଗଲା ସିନା
ପାରିଲେନି କେହି ଜାଣି
ଜଳିବା ପାଇଁକି ଜନମିଛି ସେ
କି ଜଳୁଛି ସେ ଜାଣି ଜାଣି।।।
🔥🔥🔥🔥🔥🔥🔥
ଫଗୁଣ ଆସିବ କୃଷ୍ଣଚୂଡ଼ା ଗନ୍ଧେ
ଚୋରିିବ ମନ କରିବ ପ୍ରେମ
ଫଗୁଣ ଆସିନି କି ବୈଶାଖ ଆସିନି
ଶ୍ରାବଣରେ ଜଳିଗଲା ତା ମନ।।।
କାହାକୁ କହିବ କେମିତି କହିବ
ତା ହୃଦୟ ତଳର ବ୍ୟଥା..
ସେ ପରା ଅଜାଗା ଘାର ଅଦୃଷ୍ଟ ଅସହ୍ୟ ବ୍ୟଥା।।।।
ବୁଝିଥିଲା ଜଣେ ତାର ଅକୁହା ସପନ
ଶୁଣିଥିଲା ମନ କଥା...
ମନକଥା ସତେ ପାଶୋରି ଦେଲାକି
ଭାବି ଏସବୁ ଫାଲତୁ କଥା।।।
ଦୀପ ଜଳୁଥାଏ ସଞ୍ଜ ବେଳାଟାରେ, ସତେକି
ଜିତିବାକୁ ନିସ୍ତବ୍ଧ ରାତ୍ରିର କଳା ଛାଉଣୀ ସମର..
ମୁଁ ବି ଜଳୁଛି କିନ୍ତୁ ଜାଣେ ନାହିଁ
କାହିଁକି ଜଳୁଛି କା ପାଇଁ ଜଳୁଛି..
ଜିତିବାକୁ ଅଛି ମୋତେ, କେଉଁ ଅଜଣା ସମର ।।।
Fire pura
ReplyDeleteKahipara mote tume
ReplyDeleteTuma hrudaya talara byatha,
Byatha ta kamiba nanhi
Tathapi mu karibi mo apachesta .
Srabane lagila nia
ReplyDeleteA nia keunthu asila
Kemiti lagila kahibaki priyatam,
A nia re jalibaku debi nanhi tumaku
Nia libhaibaku karibi mu anabarata parisram.
Mo prema jala chhinchi karibi mu niaku ayat,
Chandna ra sitalata ani debi
Jadi tume thare mote bhala pao
Bhuli jao atitaku mo prema pranganku thare asa
Puni feriba basanta tuma jibane varibaku prema aau ullasha
He priyatam feri asa feri asa mo mo prema pranganaku. Mo prema prangane premara malam lagai upasam karibi mu tuma hrudaya bythaku.
ReplyDeleteKebe feriba mo priyatam,
Tuma feriba bataku anai basichhi mu rati dina.
Jani suni aau atita smrutire nijaku jalao nanhi,
Mo prema prangane pada thapile mu atitaku mane pakai debi nanhi
Tume jalile mu jalithae kanhiki jani nanhi,
Ichha hue prati muhurtare tumuku tike khusi debapain
Hrudaya bidaraka ati jantrana dayaka tumara ahi byathit kahani,
ReplyDeleteLekhananhi aau padhibaku dharya nanhi mora aau sahi parunanhi
Madhumita
Betturkey giriş adresine buradan ulaşabilirsiniz.
ReplyDeletebetturkey giriş
GO64HC