Wednesday, March 14, 2018

ସ୍ବପ୍ନ(Swapna)

                                   ସ୍ୱପ୍ନ... ✍                


ସ୍ବପ୍ନ 
ଏକ ହୃଦୟ ତଳର ପ୍ରତିଫଳନ
କେବେ ସେ ସକାଳର ଅଳ୍ପସ୍ମ କିରଣ
କେବେ ସେ ଦ୍ୱିପ୍ରହର ର କରାଳ ତାତି
ତ କେବେ ସେ ନିର୍ଝର ରାତିର ଚୋରା ପୀରତି।।।

ମନେ ହୁଏ ବେଳେ ବେଳେ 
ସ୍ବପ୍ନକୁ ବନ୍ଦୀ କରି
ସମ୍ପର୍କର ତୁଳୀରେ 
ସୃଯିବାକୁ ଏକ ବାସ୍ତବ ପ୍ରତିବିମ୍ବ।।।

କିନ୍ତୁ ସ୍ବପ୍ନ ଯେ ଅବାସ୍ତବ
ଏକ ଅସନ୍ତୁଳିତ ଭାବାବେଶ
ଯାହାକୁ ଧରିବା ମନ , ରଙ୍ଗ ଦେବା ମନା
ସ୍ବପ୍ନ ତ ହୃଦୟ ତଳ ଚନ୍ଦ୍ରଭାଗାର ଉର୍ମି 
ଆସେ ଯାଏ କିନ୍ତୁ ଧାରା ଦିଏନା ।।।।।

5 comments:

Thanks for reading the article ..And for ur comments,likes..If u like the blog please
Follow and subscribe to get updates...
Asit Kumar
9439700797

'; (function() { var dsq = document.createElement('script'); dsq.type = 'text/javascript'; dsq.async = true; dsq.src = '//' + disqus_shortname + '.disqus.com/embed.js'; (document.getElementsByTagName('head')[0] || document.getElementsByTagName('body')[0]).appendChild(dsq); })();